March 25, 2018

ଶ୍ରୀଯୁକ୍ତ ଦିନେଶ କୁମାର ଷଡଙ୍ଗୀଙ୍କୁ ୨୦୧୮ ମସିହା ନିମନ୍ତେ ଯଦୁମଣି ସାହିତ୍ୟ ସମ୍ମାନ ପ୍ରଦାନ

ଗଞ୍ଜାମ ଜିଲ୍ଲାର ପୋଲସରା ସାହିତ୍ୟ ସମ୍ବାଦଘର ତରଫରୁ ଶ୍ରୀଯୁକ୍ତ ଦିନେଶ କୁମାର ଷଡଙ୍ଗୀଙ୍କୁ ୨୦୧୮ ମସିହା ନିମନ୍ତେ "ଯଦୁମଣି ସାହିତ୍ୟ ସମ୍ମାନ" ରେ ସମ୍ମାନିତ କରାଯାଇଛି । (ପୋଲସରା ସମ୍ବାଦ ସାହିତ୍ୟଘରରୁ ଶ୍ରୀ ଶୁଭକାନ୍ତ ସାହୁଙ୍କ ରିପୋର୍ଟ)

1 comment:

  1. ଦୀନେଷ୍ କୁମାର ଷଡ଼ଙ୍ଗୀ ଓଡ଼ିଶା ମାଟିର ଏବଂ ଓଡ଼ିଆ ଭାଷାର ଜଣେ ସୁଯୋଗ୍ଯ ସନ୍ତାନ, ଯିଏ ଝାଡ଼ଖଣ୍ଡରେ ରହି ସେଠାରେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାର ଉଦ୍ଯମ ଜାରି ରଖିଛନ୍ତି। ଏହି ମହାନୁଭବଙ୍କ ଯୋଗୁଁ ଓଡ଼ିଆ ଭାଷା ଆଜି ଝାଡ଼ଖଣ୍ଡର ଦ୍ବିତୀୟ ରାଜ୍ୟ ଭାଷାର ମାନ୍ଯତା ହାସଲ କରିଛି।ପେଶାରେ ଡ଼ାକ୍ତର ଶ୍ରୀ ଷଡ଼ଙ୍ଗୀ ନିଶାରେ ଜଣେ ସମାଜସେବୀ,ସାହିତ୍ଯିକ, ସଂସ୍କୃତି ପ୍ରେମୀ ଓ ସୁବକ୍ତା। ସେ ଝାଡ଼ଖଣ୍ଡର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୟିତ୍ବ ମଧ୍ୟ ନିର୍ବାହ କରିଛନ୍ତି। ଏଭଳି ଜଣେ ସ୍ବନାମଧନ୍ୟ ବ୍ଯକ୍ତିତ୍ବଙ୍କୁ ଅତିଥି ରୂପେ ପାଇ ଏବଂ ତାଙ୍କୁ ଯଦୁମଣି ସାହିତ୍ୟ ସମ୍ମାନରେ ସମ୍ମାନିତ କରି ପୋଲସରା ସମ୍ବାଦ ସାହିତ୍ୟ ଘର ନିଜକୁ ଧନ୍ଯ ମନେକରୁଛି

    ReplyDelete